ଆଜିର ଖବର ଓଡ଼ିଶା ପୋଲିସକୁ ବଡ ସଫଳତା: ଆତ୍ମସମର୍ପଣ କଲେ ୨୨ ମାଓବାଦୀ ଭୁବନେଶ୍ଵର: ମାଓବାଦୀ ଦମନ ଅଭିଯାନରେ ଓଡ଼ିଶା ପୋଲିସକୁ ଆଜି ଏକ ବଡ ସଫଳତା ମିଳିଛି। ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର…