ଅନ୍ତରାଷ୍ଟ୍ରୀୟ ‘ମାନବିକ ଅଧିକାର ଉପରେ ତୁମର ଶବ୍ଦ ହାସ୍ୟାସ୍ପଦ’: UNHRC ରେ ପାକିସ୍ତାନକୁ ଭାରତର କଡା ଜବାବ ନୂଆଦିଲ୍ଲୀ: ମିଳିତ ଜାତିସଂଘର ମାନବାଧିକାର ପରିଷଦରେ ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ହିନା ରବାନୀ ପୁଣି ଥରେ ଭାରତ ବିରୋଧରେ ମିଥ୍ୟା ଅଭିଯୋଗ କରିବାକୁ ଚେଷ୍ଟା କରିଥିଲେ।…