ଆଜିର ଖବର ଓଡ଼ିଶାର ପ୍ରଥମ ମାନସିକ ୱେଲନେସ କେନ୍ଦ୍ର ଉଦଘାଟନ, ଆର୍ଥିକ ଅନଗ୍ରସରଙ୍କୁ ମିଳିବ ମାଗଣା ଚିକିତ୍ସା ଭୁବନେଶ୍ୱର: ଭୁବନେଶ୍ବରସ୍ଥିତ ପାତ୍ରପଡା ଆଦର୍ଶ ହୋମ ଠାରେ ଓଡିଶାର ପ୍ରଥମ ମାନସିକ ୱେଲନେସ କେନ୍ଦ୍ର ଉଦଘାଟନ ହୋଇଯାଇଛି। ଏହି ଆଦର୍ଶ ହୋମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାନସିକ…