ଆଜିର ଖବର ବାଣପୁର-ବାଲୁଗାଁରେ ମାପ ଏବଂ ଓଜନ ବିଭାଗ ପକ୍ଷରୁ ଚଢ଼ାଉ: ଜରିମାନା ଆଦାୟ ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଅଞ୍ଚଳର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଦ୍ୱାରା ଓଜନରେ ଠକେଇ ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା।…