ଅପରାଧ ରକ୍ତ ସମ୍ପର୍କରେ ଲାଗିଲା କଳଙ୍କ: ନାବାଳିକା ଭାଣଜିକୁ ଦୁଷ୍କର୍ମ ଅଭିଯୋଗରେ ମାମୁଁ ଗିରଫ ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ପୁଣି ରକ୍ତ ସମ୍ପର୍କରେ କଳଙ୍କ ଲାଗିଛି। ନାବାଳିକା ଭାଣଜିକୁ ମାମୁଁ ଦୁଷ୍କର୍ମ ଉଦ୍ୟମ କରିଛି। କଳଙ୍କିତ ପିଶାଚକୁ ଟାଙ୍ଗୀ ଥାନା ପୋଲିସ ଗିରଫ…