ଅପରାଧ ଭୋଜିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ, ଜଣେ ଗିରଫ ନିରାକାରପୁର: ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ପାନ୍ଥିକାରେ ଗତକାଲି ରାମେଶ୍ୱର ହାଇସ୍କୁଲର ପୂରାତନ ଛାତ୍ରଛାତ୍ରୀମାନେ ମିଳିତ ଭାବରେ ଏକ ଭୋଜି କରୁଥିଲେ। ଭୋଜି ସମୟରେ ବାଲିଗାଡିଆ ଗ୍ରାମର…