ଆଜିର ଖବର କ୍ରିସ୍ ଗେଲ ଏବଂ ମାର୍ଟିନ ଗୁପଟିଲଙ୍କୁ ପଛରେ ପକାଇ ଟି -୨୦ ରେ ସର୍ବାଧିକ ଛକା ମାରିଲେ ରୋହିତ ଶର୍ମା ନାଗପୁର: ରୋହିତ ଶର୍ମାଙ୍କ ନେତୃତ୍ୱରେ ଶୁକ୍ରବାର ଦିନ ନାଗପୁରରେ ଖେଳାଯାଇଥିବା ଦ୍ୱିତୀୟ ଟି -୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ଟିମ୍ ଇଣ୍ଡିଆ ପରାସ୍ତ କରିଛି। ତେବେ ଭାରତୀୟ ଅଧିନାୟକ…