ଆଞ୍ଚଳିକ ପଣା ସଂକ୍ରାନ୍ତି ଓ ଝାମୁଯାତ୍ରାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରୀ କଲେ ଜିଲ୍ଲାପାଳ ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣକୁ ମୁକାବିଲା କରିବା ନିମନ୍ତେ ସରକାର ଯୋରଦାର ଉଦ୍ୟମ ଚଳାଇଛନ୍ତି।ଏଭଳି ପରିସ୍ଥିତିରେ ଏକାଧିକ ଲୋକ ଏକାଠି ହେବା ବିପଦ…