ଅନ୍ତରାଷ୍ଟ୍ରୀୟ ମାଷ୍ଟର ଡିଗ୍ରୀ ହାସଲ କରିବାକୁ ଯାଇଥିବା ଆନ୍ଧ୍ରପ୍ରଦେଶର ଛାତ୍ରଙ୍କୁ ଆମେରିକାରେ ଗୁଳି କରି ହତ୍ୟା ଅମରାବତୀ: ମାଷ୍ଟର ଡିଗ୍ରୀ ପଢିବା ପାଇଁ ଆମେରିକା ଯାଇଥିବା ଆନ୍ଧ୍ରପ୍ରଦେଶର ଜଣେ ୨୪ ବର୍ଷୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୋଲିସର ସୂଚନାନୁସାରେ, ଆମେରିକାର ଓହିଓର…