ଅନ୍ତରାଷ୍ଟ୍ରୀୟ ସୋଭିଏତ ଋଷର ପୂର୍ବତନ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚେଭଙ୍କ ପରଲୋକ, ମୋଦିଙ୍କ ଶୋକ ନୂଆଦିଲ୍ଲୀ: ପୃଥିବୀର ଜଣେ ମହାନ ରାଷ୍ଟ୍ରନେତା ତଥା ସୋଭିଏତ ଋଷର ପୂର୍ବତନ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚେୋଭଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ 91 ବର୍ଷ ବୟସ ହୋଇଥିଲା।…