ଅନ୍ତରାଷ୍ଟ୍ରୀୟ କମନୱେଲଥ ଗେମ୍ସରେ ଭାରତକୁ ପ୍ରଥମ ସ୍ଵର୍ଣ୍ଣ: ଭାରୋତ୍ତୋଳନରେ ମିରାବାଇ ଚାନୁଙ୍କୁ ମିଳିଲା ପଦକ ବର୍ମିଂହାମ: ବର୍ମିଂହାମରେ ଚାଲିଥିବା ୨୦୨୨ କମନୱେଲଥ ଗେମ୍ସରେ ଭାରତର ମିରବାଇ ଚାନୁ ଦେଶ ପାଇଁ ବଡ ସଫଳତା ଆଣିଛନ୍ତି। ମହିଳା ଭାରୋତ୍ତୋଳନରେ ମିରାବାଇ ଚାନୁ ଚମତ୍କାର ପ୍ରଦର୍ଶନ…