ଅପରାଧ ଚାକିରି କରାଇଦେବା ନାଁରେ ଠକେଇ ମାମଲା: ଆକାଶ ପାଠକଙ୍କୁ ମିଳିଲା ଜାମିନ ଭୁବନେଶ୍ବର: ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ଲୋକଙ୍କୁ ଠକିଥିବା ଅଭିଯୋଗରେ ଆକାଶ ପାଠକ ଗିରଫ ହୋଇଥିଲେ। ବୈଦ୍ୟନାଥପୁର ଥାନାରେ ଏହି ମାମଲାକୁ ନେଇ ଅଭିଯୋଗ ହୋଇଥିଲା।…