ବିଶେଷ ଖବର କ’ଣ ରହିଛି ନୀତୀଶ କୁମାରଙ୍କ ‘ମିଶନ ୟୁପି’?: ପ୍ରଧାନମନ୍ତ୍ରୀଙ୍କ ବାରାଣାସୀ ପାଇଁ ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ଯୋଜନା! ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ପରେ ଏବେ ବିହାର ରାଜନୀତି ଚରମ ସୀମାରେ ରହିଛି। ଇଣ୍ଡି ମେଣ୍ଟର ସ୍ଥାପକ ତଥା ବିହାର ମୁଖ୍ୟମନ୍ତ୍ରୀ…