ଆଜିର ଖବର ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ: ମୁକ୍ତ ମଞ୍ଚର ଉଦଘାଟନ କଲେ ବାଚସ୍ପତି ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ବ୍ରଜରାଜପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ସହ ନବ ନିର୍ମିତ ଏକ ମୁକ୍ତ ମଞ୍ଚର ଉଦଘାଟନ କାର୍ଯ୍ୟକ୍ରମ…