ଆଜିର ଖବର କଂଗ୍ରେସ ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚେହେରା କିଏ?: ଘୋଷଣା କଲେ ରାହୁଲ ଗାନ୍ଧୀ ଚଣ୍ଡିଗଡ: ଆଜି ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହରା ଘୋଷଣା କରାଯାଇଛି। ରାହୁଲ ଗାନ୍ଧୀ ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛନ୍ତି। ସେ ଏହି ଅବସରରେ କହିଛନ୍ତି…