ଜାତୀୟ ଖବର ବିହାର ବନ୍ୟା ପରିସ୍ଥିତି ଗୁରୁତର, ଆକାଶମାର୍ଗରୁ ଦେଖିଲେ ନୀତୀଶ, ଆସାମର ମଧ୍ୟ ସମାନ ଅବସ୍ଥା ନୂଆଦିଲ୍ଲୀ, ବିହାରରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ବନ୍ୟା ପ୍ରଭାବିତ ଅଞ୍ଚଳ ଆକାଶ ମାର୍ଗରୁ ସର୍ଭେ କରିଛନ୍ତି।…