ଜାତୀୟ ଖବର ୬୦ ବର୍ଷ ନୁହେଁ ଏଣିକି ୫୦ ବର୍ଷରେ ପାଇବେ ବାର୍ଦ୍ଧକ୍ୟ ଭତ୍ତା: ମୁଖ୍ୟମନ୍ତ୍ରୀ ସୋରେନଙ୍କ ବଡ ଘୋଷଣା ନୂଆଦିଲ୍ଲୀ: ବାର୍ଦ୍ଧକ୍ୟ ଭତ୍ତାର ଯୋଗ୍ୟତା ବୟସ ୬୦ ବର୍ଷରୁ ୫୦ ବର୍ଷକୁ ହ୍ରାସ କରିବାକୁ ଏବଂ ରାଜ୍ୟରେ କାର୍ଯ୍ୟାଳୟ ସ୍ଥାପନ କରୁଥିବା କମ୍ପାନୀଗୁଡିକରେ ସ୍ଥାନୀୟ ଲୋକଙ୍କ ପାଇଁ…