ମୁଖ୍ୟମନ୍ତ୍ରୀଙ୍କ ସାମୁହିକ ବିବାହ ଯୋଜନା

ଗୋରଖପୁର: ଗୋରଖପୁରର ବିବାହ ପଞ୍ଚମି ଅବସରରେ ‘ମୁଖ୍ୟମନ୍ତ୍ରୀଙ୍କ ସାମୁହିକ ବିବାହ ଯୋଜନା’ ଅଧୀନରେ ଆୟୋଜିତ ହୋଇଥିବା ‘ସାମୁହିକ ବିବାହ ସମାରୋହ’ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଂଶଗ୍ରହଣ କରିଥିଲେ।…