ମୁମ୍ବାଇ-ଗୋଆ ରାଜପଥ

ମୁମ୍ବାଇ: ଆଜି ସକାଳେ ମୁମ୍ବାଇ-ଗୋଆ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି।…