ଆଜିର ଖବର ମୁଳାଷ୍ଟମୀରେ ଶୟନରୁ ଉଠିଲେ ମା’ ଭଗବତୀ, ସହସ୍ର କୁମ୍ଭ ସୁବାସିତ ଜଳରେ ସ୍ନାନ ପରେ ଆରମ୍ଭ ହେଲା ଶାରଦୀୟ ଦୁର୍ଗୋତ୍ସବ ବାଣପୁର (ସୀତାରାମ ଅଗ୍ରୱାଲ): ଧରାପୃଷ୍ଟରେ ଶରତର ଆଗମନ। ମେଘମୁକ୍ତ ନିର୍ମଳ ଆକାଶ। ସବୁଜ କେଦାର ଧାରେ ଧାରେ ଢ଼ଳଢଳ ଉଲ୍ଲସିତ କାଶତଣ୍ଡୀ। କଳକଳ ତଟିନୀର କାଚ଼ କେନ୍ଦୁ…