ଅପରାଧ ଚିଲିକା: ବିଜେପି ନେତାଙ୍କୁ ଗିରଫ ଦାବିରେ ଥାନା ଘେରାଉ କଲା ବିଜେଡ଼ି, ଦୁଇ ଦଳ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଛି। ବାଲୁଗାଁ ଥାନା ସମ୍ମୁଖରେ ବିଜେଡ଼ି ପକ୍ଷରୁ ପ୍ରତିବାଦ…