ଆଜିର ଖବର ମୃତ୍ୟୁ ସହ ସଂଗ୍ରାମ କରୁଛି ଅସୁସ୍ଥ ଦନ୍ତା ହାତୀ, ଚିକିତ୍ସା ପାଇଁ ପହଞ୍ଚିଲେ ପ୍ରାଣୀ ଚିକିତ୍ସକ କନ୍ଦର୍ପ ବେହେରା ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡର ଗାଁ ମାନଙ୍କରେ ହାତୀମାନଙ୍କର ଦୌରାତ୍ମରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ହାତୀମାନେ ଗାଁ ମୁହାଁ ହୋଇ…