ଆଜିର ଖବର ବିଶ୍ୱକପ ପାଇଁ ସ୍ଥାନ ପକ୍କା କଲେ ୯ ଟି ଦଳ, ଶେଷ ସ୍ଥାନ ପାଇଁ ଲଢିବେ ଏହି ତିନୋଟି ଦଳ, ଜାଣନ୍ତୁ ସମୀକରଣ ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରୁ ଭାରତରେ ଆୟୋଜିତ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ ପାଇଁ ଶ୍ରୀଲଙ୍କା ଦଳ ମଧ୍ୟ ନିଜର ସ୍ଥାନ ନିଶ୍ଚିତ କରିଛି। ଏହାପୂର୍ବରୁ…