ନିର୍ବାଚନ ଖବର ମେଣ୍ଟ ଚର୍ଚ୍ଚା ସରିବା ପରେ ଦିଲ୍ଲୀ ଗଲେ ବିଜେପି ସଭାପତି ମନମୋହନ ସାମଲ ଭୁବନେଶ୍ବର: ଆଜି ପୁଣି ନୂଆଦିଲ୍ଲୀ ଗସ୍ତ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ତାଙ୍କ ସହିତ ସଂଗଠନ ସଂପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଯାଇଛନ୍ତି। ମେଣ୍ଟ…