ବିଶେଷ ଖବର ଲାଲକିଲ୍ଲାରୁ ମୋଦିଙ୍କ ଭାଷଣ ସମୟରେ ଏହି ଖାଲି ଚେୟାର କାହିଁକି ସବୁଠାରୁ ଅଧିକ ଚର୍ଚ୍ଚାରେ? ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ। ଐତିହାସିକ…