ଆଜିର ଖବର ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଲା ଚାରି ଧାମ ଯାତ୍ରା, ୫୦ ଲକ୍ଷ ଅତିକ୍ରମ କଲା ଭକ୍ତଙ୍କ ସଂଖ୍ୟା ନୂଆଦିଲ୍ଲୀ: ଗତ ଏପ୍ରିଲ ୨୨ ତାରିଖରୁ ଆରମ୍ଭ ହୋଇଥିବା ଚାରି ଧାମ ଯାତ୍ରା ଏକ ନୂତନ ରେକର୍ଡ ସୃଷ୍ଟି କରି ଗତ କିଛି ବର୍ଷର ରେକର୍ଡ ଭାଙ୍ଗିଛି।…