ଜାତୀୟ ଖବର ଓଡିଶା ଦେଇ ଉତ୍ତର-ପୂର୍ବାଞ୍ଚଳ ଓ ବାଙ୍ଗାଲୋର ମଧ୍ୟରେ ଚାଲିବ ସ୍ବତନ୍ତ୍ର ଟ୍ରେନ ଭୁବନେଶ୍ବର, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଦୁଇ ଯୋଡ଼ା ଦୂରଗାମୀ ବିଶେଷ ଟ୍ରେନ ବାଙ୍ଗାଲୋର ଠାରୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ଚଳାଚଳ କରାଇବାକୁ ରେଳବାଇ ନିଷ୍ପତ୍ତି ନେଇଛି।…