ଅନ୍ତରାଷ୍ଟ୍ରୀୟ ଋଣ ଶୁଝିନପାରି ଅପମାନିତ ହେଲା ପାକିସ୍ତାନ: ଯାତ୍ରୀବାହୀ ବିମାନକୁ ଜବତ କଲା ବନ୍ଧୁ ରାଷ୍ଟ୍ର କୁଆଲାଲମ୍ପୁର: ଆଜି କୁଆଲାଲମ୍ବୁର ବିମାନବନ୍ଦରରେ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ(ପିଆଇଏ)ର ପ୍ଲେନ୍କୁ ଜବତ କରାଯାଇଛି। ପାକିସ୍ଥାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ବୋଇଙ୍ଗ ୭୭୭ କୁ ମାଲେସିଆ କର୍ତ୍ତୃପକ୍ଷ ଜବତ କରିଛନ୍ତି।…