ଆଜିର ଖବର ଅଣ୍ଡର-୧୯ ବିଶ୍ୱକପ୍: ଫାଇନାଲ ମ୍ୟାଚ୍ ପୂର୍ବରୁ ଯୁବ ଖେଳାଳିଙ୍କୁ ଟିପ୍ସ ଦେଲେ ବିରାଟ କୋହଲି ନୂଆଦିଲ୍ଲୀ: ଅଣ୍ଡର-୧୯ ବିଶ୍ୱକପ୍ର ଫାଇନାଲ ମ୍ୟାଚ୍ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଆଣ୍ଟିଗୁଆର ସାର୍ ଭିଭିଆନ୍ ରିଚାର୍ଡସ କ୍ରିକେଟ୍ ଗ୍ରାଉଣ୍ଡରେ ସନ୍ଧ୍ୟା ୬.୩୦ ରେ…