ଆଜିର ଖବର ଆଇପିଏଲ୍-୨୦୨୧: ପ୍ଲେ ଅଫ୍ ଦୌଡରୁ ବାହାରିଲା ସନରାଇଜର୍ସ ହାଇଦ୍ରାବାଦ, ଜାଣନ୍ତୁ ଅନ୍ୟ ଦଳର ସ୍ଥିତି ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୧ ର ଫାଇନାଲ୍ ପାଇଁ ପ୍ରାୟ ୨୦ ଦିନ ବାକି ଅଛି। କିନ୍ତୁ ବର୍ତ୍ତମାନ ପ୍ଲେ ଅଫ୍ ର ଚିତ୍ର ସ୍ପଷ୍ଟ ଦେଖାଯାଉଛି।…