ଜାତୀୟ ଖବର ରୋମିଓ-ଜୁଲିଏଟ୍ ଆଇନ ଭାରତରେ କାର୍ଯ୍ୟକାରୀ ହୋଇପାରିବ କି? କ’ଣ କହିଲେ ସୁପ୍ରିମକୋର୍ଟ ନୂଆଦିଲ୍ଲୀ: ଦେଶରେ ସହମତିକ୍ରମେ ଯୌନ ସମ୍ପର୍କକୁ ଅପରାଧମୁକ୍ତ କରିବା ପାଇଁ ରୋମିଓ-ଜୁଲିଏଟ୍ ଆକ୍ଟ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ଏ ନେଇ…