ଆଜିର ଖବର ଜଗତସିଂହପୁର ମୁଖ୍ୟ ଡାକ୍ତରଖାନା ରକ୍ତ ଭଣ୍ଡାରରେ ଜରୁରୀକାଳୀନ ରକ୍ତଦାନ ଶିବିର ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ରକ୍ତର ଅଭାବ ପୂରଣ କରିବା ପାଇଁ କ୍ଲବ ଜୟ ଯବାନ ଜୟ କିଷାନ ତରଫରୁ ଓ ରବିରରାଗ ସହଯୋଗରେ ଜଗତସିଂହପୁର…