ଆଜିର ଖବର ଚର୍ଚ୍ଚାରେ ବିବାହ : ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଆୟୋଜନ କରି ପ୍ରଶଂସା ସାଉଁଟିଲେ ବାଣପୁରର ଜନୈକ ଦମ୍ପତି ସୀତାରାମ ଅଗ୍ରଓ୍ବାଲ ବାଣପୁର : ବିବାହ ଦୁଇ ଆତ୍ମାର ପବିତ୍ର ମିଳନ । ସାଧାରଣତଃ ନବ ବିବାହିତା ଦମ୍ପତି ମାନେ ନିଜ ବିବାହରେ ଅନେକ କିଛି ଶୁଭ…