ରଜୌରୀ

ଶ୍ରୀନଗର: ଜମ୍ମୁ କାଶ୍ମୀର ପୋଲିସ ଜମ୍ମୁ ଏବଂ ରଜୌରୀ ଜିଲ୍ଲାର ଲଶ୍କର-ଇ-ତୋଇବା ଆତଙ୍କବାଦୀ ନେଟୱାର୍କର ପର୍ଦ୍ଦାଫାସ କରିଛି। ନିଷିଦ୍ଧ ସଂଗଠନର ୭ ଜଣ ସଦସ୍ୟଙ୍କୁ ଗିରଫ କରିଛି।…