ଆଜିର ଖବର ଜେଏନ୍ୟୁ ହିଂସା ଘଟଣାକୁ ନେଇ ଗୃହମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ସୁର୍ଜେଓ୍ବାଲା ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀସ୍ଥିତ ଜବାହରଲାଲ୍ ନେହେରୁ ୟୁନିଭରସିଟି (ଜେଏନ୍ୟୁ)ରେ ମୁଖାପିନ୍ଧା ଦୁବୃର୍ତ୍ତମାନେ ଛାତ୍ରଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଏବେ ରାଜନୀତି ସୃଷ୍ଟି ହୋଇଛି । କଂଗ୍ରେସର…