ଆଜିର ଖବର ଆଇଆଇଟି ମାଡ୍ରାସର ୨୦୨୧-୨୭ ରଣନୈତିକ ଯୋଜନାର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଚେନ୍ନାଇ: ସମଗ୍ର ଭାରତବର୍ଷରେ ଥିବା ଆଇଆଇଟି ଗୁଡ଼ିକ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ ବରଂ ଛାତ୍ରଛାତ୍ରୀଙ୍କ ମନରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବା ଏବଂ ମାନବତା ପାଇଁ…