ଆଜିର ଖବର ସମାଧାନ ହେଲା ସାମ୍ବାଦିକ ଓ ଜିଲ୍ଲାପାଳ ବିବାଦ ରଣପୁର: ଗତ ମାସରେ ବ୍ଲକ ସଭାଗୃହରେ ନୟାଗଡ ଜିଲ୍ଲାପାଳଙ୍କ ସାମ୍ବାଦିକଙ୍କୁ ଅସମ୍ମାନ ଘଟଣା ଆଜି ସମାଧାନ ହୋଇଛି। ଆଜି ଅପରାହ୍ନରେ ନୟାଗଡ ଜିଲ୍ଲାପାଳ ସ୍ବେଧାଦେବ ସିଂ ରଣପୁର…