ଜାତୀୟ ଖବର ଭାଙ୍ଗିଲା ରତ୍ନଭଣ୍ଡାର ଯାଞ୍ଚ କମିଟ, ନୂଆ ସରକାର ଗଢିଲେ ୧୬ ଜଣିଆ ନୂଆ କମିଟ ଭୁବନେଶ୍ବର: ରତ୍ନଭଣ୍ଡାର ଯାଞ୍ଚ ପାଇଁ ବିଜେଡି ସରକାର ଗଠନ କରିଥିବା କମିଟ ଭାଙ୍ଗି ଦିଆଯାଇଛି। ଏହି କମିଟର ଅଧ୍ୟକ୍ଷ ଥିଲେ ଅରଜିତ ପଶାୟତ। ଗୁରୁବାର ଦିନ ସେ…