ଆଜିର ଖବର ରଥଯାତ୍ରାରେ ପ୍ରବଳ ଭିଡ, ଠେଲାପେଲାରେ ଜଣେ ମୃତ, ଶତାଧିକ ଅସୁସ୍ଥ ପୁରୀ: ଆଜି ପୁରୀ ରଥଯାତ୍ରାରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ବର୍ଷା ସତ୍ବେ ଲକ୍ଷାଧିକ ଭକ୍ତଙ୍କର ସମାଗମ ଦେଖିବାକୁ ମିଳିଥିଲା। ଫଳରେ ଏହି ଭିଡ ଭିତରେ ଜଣେ…