ଆଜିର ଖବର ଜେଲ୍ରୁ ମୁକୁଳିଲେ ଆଶାୟୀ ଶିକ୍ଷକ, ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ଦ୍ୱାରା ଅନଶନ ଭଙ୍ଗ ଭୁବନେଶ୍ୱର: ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଗତ ୧୫ତାରିଖରେ ଶିକ୍ଷା ବଞ୍ଚାଅ ଆନ୍ଦୋଳନରେ ଗିରଫ ହୋଇଥିବା ୯ ଜଣ ଆନ୍ଦୋଳନକାରୀ ବୁଧବାର ସକାଳ ୯…