ଆଜିର ଖବର ଦେଶର ବିକାଶ ଏଭଳି ହୋଇଛି ଯେ, ଜଣାପଡୁନି ରବିବାର ଏବଂ ସୋମବାର ମଧ୍ୟରେ ପାର୍ଥକ୍ୟ: ରାହୁଲ ଗାନ୍ଧୀ ନୂଆଦିଲ୍ଲୀ: ରୋଜଗାର ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରକୁ ଆକ୍ରମଣ କରିଛନ୍ତି। କେନ୍ଦ୍ରରେ ବିଜେପି ଶାସନ କାଳରେ ସପ୍ତାହର ଶେଷ ଦିନ ଏବଂ ଆରମ୍ଭ…