ଆଜିର ଖବର ଆଜି ମହାତ୍ମା ଗାନ୍ଧୀଙ୍କ 151ତମ ଜନ୍ମ ବାର୍ଷିକରେ ରାଜଘାଟ ସମାଧୀପିଠରେ ଦିଆଗଲା ଶ୍ରଦ୍ଧାଞ୍ଜଳି ନୂଆଦିଲ୍ଲୀ, ଆଜି ହେଉଛି ଭାରତ ନିର୍ମାତା ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କର 151 ଜନ୍ମ ଦିବସ। ଏହି ଦିବସରେ ଆଜି ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ…