ବିଶେଷ ଖବର ସୁପ୍ରିମକୋର୍ଟଙ୍କ ବଡ ରାୟ: ରାଜଦ୍ରୋହରେ ହେବ ନାହିଁ ନୂତନ ମାମଲା, ଜାଣନ୍ତୁ ୫ ଟି ବଡ କଥା ନୂଆଦିଲ୍ଲୀ: ରାଜଦ୍ରୋହ ଆଇନ ଉପରେ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ରୋକ୍ ଲଗାଇଛନ୍ତି। ଗତ ଶୁଣାଣି ସମୟରେ କେନ୍ଦ୍ର ସରକାର ଏହା ଉପରେ ବିଚାର କରିବେ ବୋଲି କହିଛନ୍ତି। ଆଜି…