ଆଜିର ଖବର ଆଜି ଦିନ ୧୧ ଟା ୩୦ ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ଏତେ !!! ଭୁବନେଶ୍ବର: ଆଜି ଭୁବନେଶ୍ବରର ତାପମାତ୍ରା ସର୍ବାଧିକ ରହିଛି। ଗତକାଲିଠାରୁ ଆଜିର ତାପମାତ୍ରା ବୃଦ୍ଧି ପାଇଛି। ଆଜି ୪୦ ଡ଼ିଗ୍ରୀ ଅତିକ୍ରମ କରିଛି ରାଜଧାନୀର ତାପମାତ୍ରା। ଭୁବନେଶ୍ୱର ପାଣିପାଗ…