ରାଜନୈତିକ ତାପମାତ୍ରା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିୟଙ୍କୁ ଇନ୍ଦୋର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିବା ଦିନଠାରୁ କଂଗ୍ରେସ ଶିବିରରେ ଆତଙ୍କ ଖେଳିଯାଇଛି।…