ଆଜିର ଖବର ସମ୍ବିଧାନରେ ଉପମୁଖ୍ୟମନ୍ତ୍ରୀ ଭଳି ପଦବୀର ଉଲ୍ଲେଖ ନାହିଁ, ତା’ହେଲେ କାହିଁକି ବୃଦ୍ଧି ପାଉଛି? ନୂଆଦିଲ୍ଲୀ: ଦେଶର ସମ୍ବିଧାନରେ ଉପମୁଖ୍ୟମନ୍ତ୍ରୀ ପଦ ବିଷୟରେ କୌଣସି ସ୍ଥାନରେ ଉଲ୍ଲେଖ ନାହିଁ। ଏହାସତ୍ତ୍ୱେ ବିଗତ କିଛିବର୍ଷ ମଧ୍ୟରେ ଏହି ପଦବୀର ଟ୍ରେଣ୍ଡ ବଢ଼ିବାରେ ଲାଗିଛି। ସାମ୍ପ୍ରତିକ…