ଆଜିର ଖବର ରୋଜର ବିନ୍ନି ହେବେ ନୂଆ ବିସିସିଆଇ ସଭାପତି!: ଆଜି ନାମାଙ୍କନ ଦାଖଲ କରିବାର ଶେଷ ଦିନ ନୂଆଦିଲ୍ଲୀ: ଭାରତର ୧୯୮୩ ବିଶ୍ୱକପ ବିଜେତା ଦଳର ସଦସ୍ୟ ରୋଜର ବିନ୍ନି ମଙ୍ଗଳବାର ଦିନ ବିସିସିଆଇ ର ସଭାପତି ପଦ ପାଇଁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି…