ଆଜିର ଖବର ଖୋର୍ଦ୍ଧା: ରାଜ୍ୟ ମହିଳା ଆୟୋଗ ଦ୍ବାରା ଆଇନ ସଚେତନତା ଶିବିର ଖୋର୍ଦ୍ଧା: ଆଜି ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହାୟତାରେ ଆଇନ ସହାୟତା ଶିବିରର ଆୟୋଜନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ହୋଇଯାଇଛି।…