ଜାତୀୟ ଖବର ଗାନ୍ଧୀ ମାର୍ଗରେ ଆୟୋଜିତ ପାରେଡରେ କେଉଁମାନେ ଭାଗ ନେଇଥିଲେ, କିଏ ନେଇଥିଲା ନେତୃତ୍ବ ? ଭୁବନେଶ୍ବର: ସ୍ବାଧୀନତା ଦିବସ ଅବସରରେ ଗାନ୍ଧୀମାର୍ଗଠାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟସ୍ତରୀୟ ପରେଡ୍। ଏଥିରେ ୫୮ ଟି ପ୍ଲାଟୁନ ଅଂଶଗ୍ରହଣ କରିଥିଲେ। ଏହି ପ୍ଲାଟୁନଗୁଡିକ ମଧ୍ୟରେ ୧୨୦ ବାଟାଲିୟନ,…