ଆଜିର ଖବର ଆଜି ସଂଧ୍ୟାରେ ଶ୍ରୀମନ୍ଦିରରେ ପାଳିତ ହେଲା ରାମ ଅଭିଷେକ ଉତ୍ସବ ପୁରୀ, ଆଜି ହେଉଛି ରାମ ଅଭିଷେକ। ଏହି ଉପଲକ୍ଷେ ଶ୍ରୀମନ୍ଦିରର ମଧ୍ୟ ସ୍ବତନ୍ତ୍ର ରିତିନିତି ପାଳିତ ହୋଇଛି। ଆଜି ଶ୍ରୀଜୀୟୁଙ୍କ ସଂଧ୍ୟା ଆରତି ପରେ ଏହି ସ୍ବତନ୍ତ୍ର…